Public App Logo
Jansamasya
News
पुलिस
Bjp
National
Police
Bihar
India
जनसमस्या
चुनाव
बीजेपी
भाजपा
Congress
Modi
Delhi
Viral
Up
Iyc
Bollywood
Patna
Breakingnews
महिला
Narendramodi
Nitishkumar
Madhya_pradesh
Mp
Madhyapradesh
Ahmedabad
Pmmodi
Rahulgandhi

#ଲ୍ୟାମ୍ପ_ରେ_ତାଲା_ଠୁଙ୍କିଲେ_ଚାଷୀ କାମତା ଲ୍ୟାମ୍ପ ରବି ମଣ୍ଡି ରେ ଧାନ କିଣା ବିଳମ୍ବ, କୋଟନି ଛଟନି, ଟୋକେନ୍ ଅବ୍ୟବସ୍ଥା ଏବଂ ସଟେଲାଇଟ ପଞ୍ଜିକରଣରେ ତ୍ରୁଟି ନେଇ ଲ୍ୟାମ୍ପ ରେ ତାଲା ଠୁଙ୍କିଲେ ଶତାଧିକ ଚାଷୀ। #KoraputNews #koraputmedia #borigumma

Boriguma, Koraput | Jun 13, 2026

MORE NEWS

#ମହୁମାଛି_ଆକ୍ରମଣ_ରେ_ଜଣେ_ମୃତ_ଜଣେ_ଆହତ
ମହୁମାଛି ଆକ୍ରମଣ ରେ ଜଣେ ମୃତ ଜଣେ ଆହତ। ବୋରିଗୁମ୍ମା ହରଡ଼ାଗୁଡା ପଞ୍ଚାୟତ ମୋରାଡ଼ ଗାଁ ର ଶ୍ୟାମସୁନ୍ଦର କନ୍ଦପାନ ମହୁମାଛି ଆକ୍ରମଣ ରେ ମୃତ ଗାଁ ପାଖ ଜଙ୍ଗଲ କୁ ଆମ୍ବ ତୋଳିବା ପାଇଁ ଯାଇଥିଲେ ସେହି ସମୟରେ ହଠାତ ମହୁମାଛି ଆକ୍ରମଣ କରିଥିଲେ 
#koraputmedia #borigumma #KoraputNews

#ମହୁମାଛି_ଆକ୍ରମଣ_ରେ_ଜଣେ_ମୃତ_ଜଣେ_ଆହତ ମହୁମାଛି ଆକ୍ରମଣ ରେ ଜଣେ ମୃତ ଜଣେ ଆହତ। ବୋରିଗୁମ୍ମା ହରଡ଼ାଗୁଡା ପଞ୍ଚାୟତ ମୋରାଡ଼ ଗାଁ ର ଶ୍ୟାମସୁନ୍ଦର କନ୍ଦପାନ ମହୁମାଛି ଆକ୍ରମଣ ରେ ମୃତ ଗାଁ ପାଖ ଜଙ୍ଗଲ କୁ ଆମ୍ବ ତୋଳିବା ପାଇଁ ଯାଇଥିଲେ ସେହି ସମୟରେ ହଠାତ ମହୁମାଛି ଆକ୍ରମଣ କରିଥିଲେ #koraputmedia #borigumma #KoraputNews

Boriguma, Koraput | Jun 11, 2026

#ଦୁଇ_ଟ୍ରେନ୍_ମୁହାଁମୁହିଁ_ଧକ୍କା
ଭୁବନେଶ୍ୱରରେ ଦୁଇ ଟ୍ରେନ୍ ମଧ୍ୟରେ ମୁହାଁମୁହିଁ ଧକ୍କା। ଗୋଟିଏ ଟ୍ରାକ୍ ରେ ମୁହାଁମୁହିଁ ହେଲେ ଦୁଇ ଟ୍ରେନ୍ । ଝାରପଡ଼ା ବ୍ରିଜ୍ ନିକଟରେ ଆଜି ଘଟିଛି ଏହି ଦୁର୍ଘଟଣା । ତେବେ ଏହି ଦୁର୍ଘଟଣାର କାରଣ ଜଣାପଡ଼ିନି। 
#RailwayNews_Bhubaneswar #TrainIncident_Bhubaneswar
#BhubaneswarRailway #OdishaNews #RailSafety #TrainOperations #LocoPilot #koraputmedia

#ଦୁଇ_ଟ୍ରେନ୍_ମୁହାଁମୁହିଁ_ଧକ୍କା ଭୁବନେଶ୍ୱରରେ ଦୁଇ ଟ୍ରେନ୍ ମଧ୍ୟରେ ମୁହାଁମୁହିଁ ଧକ୍କା। ଗୋଟିଏ ଟ୍ରାକ୍ ରେ ମୁହାଁମୁହିଁ ହେଲେ ଦୁଇ ଟ୍ରେନ୍ । ଝାରପଡ଼ା ବ୍ରିଜ୍ ନିକଟରେ ଆଜି ଘଟିଛି ଏହି ଦୁର୍ଘଟଣା । ତେବେ ଏହି ଦୁର୍ଘଟଣାର କାରଣ ଜଣାପଡ଼ିନି। #RailwayNews_Bhubaneswar #TrainIncident_Bhubaneswar #BhubaneswarRailway #OdishaNews #RailSafety #TrainOperations #LocoPilot #koraputmedia

Boriguma, Koraput | Jun 11, 2026

#ବୋରିଗୁମ୍ମାରେ_କାଳବୈଶାଖୀ_ରଚିଲା_ତାଣ୍ଡବ
କାଳବୈଶାଖୀ ର ପ୍ରଭାବ ରେ ଗଛ ଉପାଡ଼ି ଘର ଭାଙ୍ଗିଲା ଉଡ଼ିଲା ପାଣି ଟାଙ୍କି,ଗଛ ପଡି ବୁଲେଟ ଗାଡି ନଷ୍ଟ ବୋରିଗୁମ୍ମା ଅଞ୍ଚଳରେ ହଠାତ ଜୋର ରେ ପବନ ସାଙ୍ଗକୁ ମାଡି ଆସିଲା ବର୍ଷା 
#koraputmedia #borigumma #KoraputNews

#ବୋରିଗୁମ୍ମାରେ_କାଳବୈଶାଖୀ_ରଚିଲା_ତାଣ୍ଡବ କାଳବୈଶାଖୀ ର ପ୍ରଭାବ ରେ ଗଛ ଉପାଡ଼ି ଘର ଭାଙ୍ଗିଲା ଉଡ଼ିଲା ପାଣି ଟାଙ୍କି,ଗଛ ପଡି ବୁଲେଟ ଗାଡି ନଷ୍ଟ ବୋରିଗୁମ୍ମା ଅଞ୍ଚଳରେ ହଠାତ ଜୋର ରେ ପବନ ସାଙ୍ଗକୁ ମାଡି ଆସିଲା ବର୍ଷା #koraputmedia #borigumma #KoraputNews

Boriguma, Koraput | Jun 10, 2026