ତୁରେଇକେଲା-ଲାଠୋର ୩୩କେଭି ବିଦ୍ୟୁତ ସବ୍ ଷ୍ଟେସନ ଶୁଭ ଉଦଘାଟନ ଉତ୍ସବ ବୁଧବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ସ୍ଥାନୀୟ ବିଧାୟକ ତଥା ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକବର୍ଦ୍ଧନ ସିଂଦେଓ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଶୁଭ ଉଦଘାଟନ କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ଲୋକ ସଭା ସାଂସଦ ,ଏଡିଏମ ଏବଂ ସ୍ଥାନୀୟ ଉପ ଜିଲ୍ଲା ପାଳ ପ୍ରମୁଖ ଉପସ୍ଥିତ ରହିଥିଲେ ।