କୋରାପୁଟ ସହର: କୋରାପୁଟ ସହରର ପୁରୁଣା କମ୍ପ୍ଲେକ୍ସ ଯାଞ୍ଚ୍ କରି ଅସୁରକ୍ଷିତ କମ୍ପ୍ଲେକ୍ସ ଚିହ୍ନଟ ହେବା ନେଇ ପ୍ରତିକ୍ରିୟା ରଖିଛନ୍ତି ଅତିରିକ୍ତ ଜିଲ୍ଲାପାଳ
ସହରର ସମସ୍ତ ବ୍ୟବସାୟିକ କମ୍ପ୍ଲେକ୍ସ ଯାଞ୍ଚ୍ କରାଯିବ ସେଥିପାଇଁ ଏକ ସ୍ଵତନ୍ତ୍ର ଟିମ୍ ଗଠନ ହୋଇଛି। ରବିବାର ଠାରୁ ଉକ୍ତ ଟିମ୍ ସହରର ସମସ୍ତ ପୁରୁଣା କମ୍ପ୍ଲେକ୍ସ ଯାଞ୍ଚ୍ କରିବେ କୋରାପୁଟ ସହରରେ ଅସୁରକ୍ଷିତ ଥିବା ସମସ୍ତ କମ୍ପ୍ଲେକ୍ସକୁ ତୁରନ୍ତ ବନ୍ଦ କରାଯିବ ଏବଂ ବିକଳ୍ପ ବ୍ୟବସ୍ଥା କରାଯିବ ବୋଲି ଆଜି ଅପରାହ୍ନ ୪ଟା ସମୟରେ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାୟକ ସୂଚନା ଦେଇଛନ୍ତି।