ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ଥାନା ଅନ୍ତର୍ଗତ ଗମାରଢିହି ଟାଟା କମ୍ପାନୀ ର ଏକ ପରିତ୍ୟକ୍ତ ଘରୁ ଗତ ୧୮ ତାରିଖ ରେ କୁତ୍ରା ପୋଲିସ ଜଣେ ମହିଳାଙ୍କ ମୃତ ଦେହ ଉଦ୍ଧାର କରିବା ସହ ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ବେଳେ ଆଜି ଉକ୍ତ ଘଟଣା ର ହତ୍ୟାକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ହତ୍ୟାକାରୀ ହେଲା ଗମାରଢିହି ଗ୍ରାମ ର ମାନସିଦ ଏକ୍କା (୬୨))