Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ନବରଙ୍ଗପୁର ପୋଲିସ ଷ୍ଟେସନ: ସାରିଆପଡା ନିକଟରେ ସାର ବୋଝେଇ ଟ୍ରକକୁ ଅଟକ ରଖିଲେ ଗ୍ରାମବାସୀ

ଜୟପୁର ରେକ ପଏଣ୍ଟରୁ ଆସୁଥିବା ଏକ ସାର ବୋଝେଇ ଟ୍ରକକୁ ଗ୍ରାମବାସୀ ଅଟକ ରଖିଥିବା ଜଣାପଡିଛି। ସୂଚନା ପ୍ରକାରେ ଜୟପୁର ରେକରୁ ଟ୍ରକ ନମ୍ବର OR10J 2845 ଯାଉଥିବା ବେଳେ ଭାଲୁକନାଡ଼ି ପଞ୍ଚାୟତ ଅନ୍ତର୍ଗତ ସାରିଆପଡା ଗ୍ରାମ ନିକଟରେ ଡ୍ରାଇଭର ଟେମେରା ଗ୍ରାମ ରାସ୍ତା ପଚାରି ବୁଝିଥିଲେ।ଗ୍ରାମବାସୀ ଡ୍ରାଇଭରଙ୍କୁ କଣ ନେଇ ଯାଉଛ ବୋଲି ପଚାରିବା ପରେ ସାର ନେଇ ଯାଉଥିବା କହିଥିଲେ।ଗ୍ରାମବସୀଙ୍କୁ ସନ୍ଧେହ ହେବା ଯୋଗୁଁ ଟ୍ରକ ଅଟକ ରଖି ଝରିଗାଁ ଆତ୍ମା ଚେୟାରମ୍ୟାନ ଚିତ୍ର ପ୍ରସାଦ ତିୱାରୀଙ୍କୁ ଡାକିଥିଲେ।ସମସ୍ତେ ଗାଡି ଅଟକ ରଖି ଝରିଗାଁ କୃଷି ବିଭାଗକୁ ସୂଚନା ଦେଇଥିଲେ।
ନବରଙ୍ଗପୁର ପୋଲିସ ଷ୍ଟେସନ: ସାରିଆପଡା ନିକଟରେ ସାର ବୋଝେଇ ଟ୍ରକକୁ ଅଟକ ରଖିଲେ ଗ୍ରାମବାସୀ - Nabarangapur PS News