ଢେଙ୍କାନାଳ ସଦର: ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଳକ ଚିରୁଳେଇ ଗ୍ରାମ ଠାରେ ମା ଶ୍ମଶାନେଶ୍ୱରୀ କାଳୀ ମନ୍ଦିରରେ ବାର୍ଷିକ ଉତ୍ସବ ଓ ଯଜ୍ଞ ଆରମ୍ଭ
ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଳକ ଚିରୁଳେଇ ଶ୍ମଶାନେଶ୍ୱରୀ କାଳୀ ମନ୍ଦିରରେ ବାର୍ଷିକ ଉତ୍ସବ ଓ ଯଜ୍ଞ ଆରମ୍ଭ ହୋଇଛି। ଆଜି ତା୨୦।୧୦ ରିଖ ସନ୍ଧ୍ୟା ୭ ଘଣ୍ଟା ସମୟରେ ମା'ଙ୍କର ବିଷେଶ ପୂଜା ଓ ଯଜ୍ଞ ଚାଲିଛି । ଆସନ୍ତା କାଲି ଯଜ୍ଞ ପୂର୍ଣ୍ଣାହୁତି ହେବାର କାର୍ଯ୍ୟକ୍ରମ ରହିଛି।