ବୌଦ୍ଧ ସଦର: ଗାନ୍ଧୀନଗର ଠାରେ ପାଣ ଗଣ୍ଡା ସମାଜ ବିକାଶ ପରିଷଦ ପକ୍ଷରୁ ନକଲି ଦେୱାର ହଟାଅ ଦାବିରେ ସାଂଗଠନିକ ବୈଠକ
ଶୁକ୍ରବାର ଦିନ ହରଭଙ୍ଗା ବ୍ଲକ ଗାନ୍ଧୀନଗର ଠାରେ ପାଣ ଗଣ୍ଡା ସମାଜ ବିକାଶ ପରିଷଦର ଜିଲ୍ଲା ଉପ ସଭାପତି ଦଶରଥ ବେହେରା ଙ୍କ ଅଧ୍ୟକ୍ଷତାରେ ଅନୁସୂଚିତ ଜାତି ତାଲିକାରୁ ନକଲି ଦେୱାର ତଥା କେଉଟ , ଧୀବର , କୈବର୍ତ୍ତ ହଟାଇବା ସକାଶେ ଦାବି କରି ଗୁରୁତ୍ବପୂର୍ଣ୍ଣ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇ ଯାଇଛି l