Public App Logo
Jansamasya
News
Bjp
National
Police
Bihar
कांग्रेस
मौत
विधायक
Congress
Modi
Delhi
Viral
Odisha
Rajasthan
अमित_शाह
दिल्ली
Breakingnews
Narendramodi
Madhya_pradesh
Pmmodi
Ipl
Rahulgandhi
Haryana
Uttarpradesh
Cricket
शादी
Crimenews
Kolkata
Aap

ନବରଙ୍ଗପୁର ପୋଲିସ ଷ୍ଟେସନ: ଗୁଡ୍ରା ଠାରେ ସାମାଜିକ କାର୍ଯ୍ୟକ୍ରମ ରେ ଯୋଗଦେଲେ ନବରଙ୍ଗପୁର ବିଧାୟକ ଶ୍ରୀ ଗୌରୀ ଶଙ୍କର ମାଝୀ

ନବରଙ୍ଗପୁର ବିଧାୟକ ଶ୍ରୀ ଗୌରୀ ଶଙ୍କର ମାଝୀ ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ ଗସ୍ତ କରିଥିଲେ l ତେନ୍ତୁଳୀଖୁଣ୍ଟି ବ୍ଲକ ଅନ୍ତର୍ଗତ ଗୁଡ୍ରା ଗ୍ରାମର ଅବସର ପ୍ରାପ୍ତ ପଞ୍ଚାୟତ ସମ୍ପାଦକ ଶ୍ରୀ ତ୍ରିନାଥ ବିଷୋୟୀଙ୍କ ତୀର୍ଥ ସ୍ଥାନ ରାମେଶ୍ୱରମ ଠାରେ ସ୍ୱର୍ଗ ପ୍ରାପ୍ତି ହୋଇଥିଲା। ଆଜି ଅପରାହ୍ନ ୪ ଘଣ୍ଟା ସମୟରେ ତାଙ୍କ ନିଜ ଗ୍ରାମ ଗୁଡ୍ରା ଠାରେ ତାଙ୍କର ଅନ୍ତିମ ଦର୍ଶନ କରି ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣେଇ ଥିଲେ l ଏବଂ ଗ୍ରାମ ବାସୀଙ୍କ ସହ ଗ୍ରାମର ମୌଳିକ ସମସ୍ୟା ଉପରେ ଆଲୋଚନା କରିଥିଲେ l
ନବରଙ୍ଗପୁର ପୋଲିସ ଷ୍ଟେସନ: ଗୁଡ୍ରା ଠାରେ ସାମାଜିକ କାର୍ଯ୍ୟକ୍ରମ ରେ ଯୋଗଦେଲେ ନବରଙ୍ଗପୁର ବିଧାୟକ ଶ୍ରୀ ଗୌରୀ ଶଙ୍କର ମାଝୀ - Nabarangapur PS News