କେନ୍ଦ୍ରାପଡା: ମଙ୍ଗରାଜପୁର ପୋତାରି ଗ୍ରାମର ଦୁର୍ଗାପୂଜାରେ ସାମିଲ ହେଲେ ଅତନୁ ସବ୍ୟସାଚୀ ନାୟକ
କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ ମଙ୍ଗରାଜପୁର ପଞ୍ଚାୟତ ପୋତାରି ଗ୍ରାମରେ ପାଳିତ ହେଉଛି ଦୁର୍ଗାପୂଜା। ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀ ନାୟକ ପୂଜା ମଣ୍ଡପରେ ଯୋଗଦେଇ ମା’ଙ୍କ ଆଶୀର୍ବାଦ ନେବା ସହ ଅଞ୍ଚଳବାସୀଙ୍କ ମଙ୍ଗଳ କାମନା କରିଛନ୍ତି।