ସୁନ୍ଦରଗଡ ସହର: ଲେଫ୍ରିପଡ଼ା ଡ଼ାକ୍ତର ଖାନା ଓ ଦର୍ଲିପାଲି CISF କଲୋନୀରେ ରକ୍ତଦାନ ଓ ବିଶେଷଜ୍ଞ ସ୍ୱାସ୍ଥ୍ୟ ଶିବିର ଉଦଘାଟିତ
ସର୍ଗିପାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଆନୁକୁଲ୍ୟରେ ସୁସ୍ଥ ନାରୀ, ସଶକ୍ତ ପରିବାର ଅଭିଯାନ ପକ୍ଷ ସେପ୍ଟେମ୍ୱର 17 ରୁ ଅକ୍ଟୋବର 2 ପର୍ଯ୍ୟନ୍ତ ଚାଲୁଛି। ଏହି ଅବସରରେ ଏକ ମେଗା ରକ୍ତ ଦାନ ଶିବିର ଲେଫ୍ରିପଡ଼ା ଡାକ୍ତରଖାନା ଓ ଦର୍ଲିପାଲି CISF କଲୋନୀରେ ଅନୁଷ୍ଠିତ ହୋଇଯାଇଅଛି। ଲେଫ୍ରିପଡ଼ା ରେ ରେକର୍ଡ ସଂଖ୍ୟକ 122 ୟୁନିଟ୍ ଓ CISF କଲୋନୀରେ 46 ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି। ସେଥି ମଧ୍ୟରୁ 34 ଜଣ ମହିଳା ରକ୍ତ ଦାନ କରିଥଲେ। ସେହିପରି ସର୍ଗିପାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଏକ ସ୍ବାସ୍ଥ୍ୟ ଶିବିରର ଆୟୋଜନ କରାଯାଇଥିଲା। ଏହି ସ୍ବାସ୍ଥ୍ୟ ଶିବିରକୁ ସଦର ବିଧାୟକ ଯୋଗେଶ ସିଂ