ଗତ ଦୁଇ ଦିନ ହେଲା ଚାଷୀ ମଣ୍ତି ରେ ଧାନ ବିକ୍ରି କରିବା ପାଇଁ ସୁନାମୁଦି ପେକ୍ସ ରେ ଧାନ ଜମା କରିଛନ୍ତି ।ହେଲେ ଧାନ କଟନୀ କୁ ବିରୋଧ କରିବାରୁ ମିଲର ଧାନ ନେଉ ନାହିଁ । ଯାହା ଦ୍ୱାରା ଧାନ ମଣ୍ତି ରେ ପଡିରହିଛି ।ଶନିବାର ଅପରାହ୍ନ ରେ ଏଆରସିଏସମଣ୍ତି କୁ ଆସିଥିବା ବେଳେ ଚାଷୀ ଘେରି ଧାନ ଉଠାଇବାକୁ ଦାବି କରିଥିଲେ ।ନହେଲେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଥିଲେ ।