ବୌଦ୍ଧ ସଦର: ପୁରୁଣା କଟକ ସତସଙ୍ଗ କେନ୍ଦ୍ରରେ ଠାକୁର ଅନୁକୁଳଚନ୍ଦ୍ରଙ୍କ 138 ତମ ଜନ୍ମ ଦିବସ ପାଳିତ
ମଙ୍ଗଳବାର ଦିନ ପୁରୁଣା କଟକ ସତସଙ୍ଗ କେନ୍ଦ୍ର ଠାରେ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ ଶୁଭ ୧୩୮ ଜନ୍ମଦିବସ ପାଳିତ ହୋଇ ଯାଇଛି । ଅନୁଷ୍ଠିତ ଜୟନ୍ତୀ ଉତ୍ସବରେ ରାଜକିଶୋର ମେହେର ପ୍ରାରମ୍ଭିକ ସୂଚନା ଦେଇଥିଲେ | ମୁଖ୍ୟ ବକ୍ତା ଭାବରେ ତ୍ରିଲୋଚନ ପାତ୍ର ଯୋଗ ଦେଇଥିଲେ ଓ ଦେବରାଜ ସାହୁ କାର୍ଯ୍ୟକ୍ରମ ପରିଚାଳନ କରିଥିଲେ |