ଖୋର୍ଦ୍ଧା: ବରପଦା ଜଙ୍ଗଲ ଅଞ୍ଚଳରେ ଅବକାରୀ ଚଢ଼ାଉ, ବିପୁଳ ପରିମାଣର ରନ୍ଧା ଦେଶୀ ମଦ ଓ ପୋଚ ଜବତ
ଜିଲ୍ଲା ଅବକାରୀ ମୋବାଇଲ ୟୁନିଟ ଓ ବେଗୁନିଆ ଅବକାରୀ ବିଭାଗ ପକ୍ଷରୁ ଆଜି ପୂର୍ବାହ୍ନ ସମୟରେ ବେଗୁନିଆ ଥାନା ଅନ୍ତର୍ଗତ ବରପଦା ଜଙ୍ଗଲ ଅଞ୍ଚଳରେ ଚଢ଼ାଉ କରାଯାଇଛି lଏହି ଚଢ଼ାଉ ସମୟରେ ବିପୁଳ ପରିମାଣର ରନ୍ଧା ଦେଶୀମଦ ଓ ପୋଚ ଜବତ କରାଯାଇଛି l