ତୁମୁସିଙ୍ଗା: ଢେଙ୍କାନାଳ: ମଠାକାରାଗୋଳା କଲେଜ ପରିସରରେ ସଡ଼କ ସୁରକ୍ଷା ସଚେତନା କାର୍ଯ୍ୟକ୍ରମ ଆୟୋଜିତ
ଶୁକ୍ରବାର ଢେଙ୍କାନାଳ ମଠାକାରାଗୋଲା କଲେଜ ପରିସରରେ ଏକ ରୋଡ ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ସ୍ଥାନୀୟ ପୋଲିସ ପ୍ରଶାସନ ଉପସ୍ଥିତି ରହି ସଡ଼କ ସୁରକ୍ଷା ସମ୍ପର୍କରେ ଆଲୋଚନା କରିଥିଲେ।