ପରଜଙ୍ଗ: ଜୟପୁରାକାଟେଣୀ ଗାଁରେ ମାଆ ଗଜଲକ୍ଷ୍ମୀଙ୍କ ଭସାଣି ଉତ୍ସବ ଅନୁଷ୍ଠିତ
ଜୟପୁରାକାଟେନି ଗାଁରେ ମାଆ ଗଜଲକ୍ଷ୍ମୀଙ୍କ ଭସାଣି ଉତ୍ସବ ଅନୁଷ୍ଠିତ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ଜୟପୁରାକଟେଣି ଗାଁରେ ମାଆ ଗଜଲକ୍ଷ୍ମୀଙ୍କ ଭସାଣି ଉତ୍ସବ ମଙ୍ଗଳବାର ରାତି ୭ଟାରେ ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ସାହିର ମେଢ଼ ଗାଁ ମୁଣ୍ଡ ଠାରେ ଏକତ୍ରିତ ହୋଇଥିଲେ ଶେଷରେ ମାଙ୍କୁ ବନ୍ଦାପନା କରାଯିବା ପରେ ମାଙ୍କୁ ବିଦାୟ କରଯାଇଥିଲା ପରେ ସମସ୍ତ ମେଢ଼ କୁ ଶୋଭାଯାତ୍ରାରେ ବାହାରି ଗ୍ରାମ ପରିକ୍ରମା କରାଯିବା ସହ ବିସର୍ଜନ କରଯାଇଥିଲା