କଟକ ପୌରାଞ୍ଚଳ: ଦୁର୍ଗାପୂଜାରେ ସ୍ୱଚ୍ଛତାକୁ ନେଇ କଟକ ମହାନଗର ନିଗମର ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ
ଶାରଦୀୟ ଦୁର୍ଗାପୂଜା ଅବସରରେ କଟକ ସହରକୁ ସଫାସୁତୁରା ରଖିବା ପାଇଁ କଟକ ମହାନଗର ନିଗମର ଆପିଲ। ପୂଜା ମଣ୍ଡପରେ ସ୍ଥାପିତ ହୋଇଛି ଓଦା ଓ ଶୁଖିଲା ଆବର୍ଜନା ପାଇଁ ସବୁଜ ଓ ନୀଳ ଡଷ୍ଟବିନ। ସହରବାସୀଙ୍କୁ ନିର୍ଦ୍ଧାରିତ ଡଷ୍ଟବିନ ବ୍ୟବହାର କରିବାକୁ ଅନୁରୋଧ।