ପଟ୍ଟାଙ୍ଗୀ: ମହାନବମୀରେ ମା’ ଦୁର୍ଗାଙ୍କ ଦର୍ଶନ କଲେ ବିଧାୟକ ରାମଚନ୍ଦ୍ର କାଡ଼ାମ
ମହାନବମୀ ଅବସରରେ କୋରାପୁଟ ପଟ୍ଟାଙ୍ଗୀ ବ୍ଲକର ଫୁଲଗୁଡ଼ା ଗ୍ରାମ ସ୍ଥିତ ପୁରାତନ ଦୁର୍ଗା ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି ପଟ୍ଟାଙ୍ଗୀ ବିଧାୟକ ରାମଚନ୍ଦ୍ର କାଡ଼ାମ। ଏହି ସମୟରେ ଅନେକ ଦଳୀୟ କର୍ମୀ ଓ ସ୍ଥାନୀୟ ପ୍ରତିନିଧିମାନେ ଉପସ୍ଥିତ ଥିଲେ।