Public App Logo
Jansamasya
News
���ुलिस
Bjp
National
Bihar
���ीजेपी
���िधायक
Congress
Modi
Delhi
���ाजस्थान
Jharkhand
Rajasthan
���ध्यप्रदेश
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
Uttarpradesh
���ादी
Crimenews
Aap
Indore
Bareilly

ଡାବୁଗାଁ: ଜୟନ୍ତୀ ନଗର ଠାରେ ଭାଦ୍ରବ ପରିକ୍ରମା ଅନୁଷ୍ଠିତ, ଯୋଗଦେଲେ ଦୁଇଶହ ଉର୍ଦ୍ଧ ଭକ୍ତ

Dabugan, Nabarangpur | Sep 4, 2025
ଜୟନ୍ତୀ ନଗର ଠାରେ ଭାଦ୍ରବ ପରିକ୍ରମା ଅନୁଷ୍ଠିତ ହେଲା। ଜୟନ୍ତୀ ନଗର ନିବାସୀ ପ୍ରଫୁଲ୍ଲ କୁମାର ପଟ୍ଟନାୟକ ଙ୍କ ଦ୍ୱାରା ଆୟୋଜିତ ଭାଦ୍ରବ ପରିକ୍ରମା ଉତ୍ସବରେ ଜାଜକ ଓ କର୍ମୀ ବୃନ୍ଦ ଙ୍କ ସହ ଡାବୁଗାଁ ଅଂଚଳର ଦୁଇଶହ ରୁ ଉର୍ଦ୍ଧ ଗୁରୁ ଭାଇ ,ଡାବୁଗାଁ ର ଭଦ୍ର ବ୍ୟକ୍ତି ଓ ଗୁରୁ ମାଆ ଙ୍କ ଗହଳିରେ ସତସଙ୍ଗ ଅନୁଷ୍ଠିତ ହେଲା l ଶେଷରେ ଜୟ ରାଧେ ରାଧେ କୀର୍ତ୍ତନରେ ପ୍ରକମ୍ପିତ ହୋଇ ଉଠିଥିଲା ପରିବେଶ। ସମସ୍ତଙ୍କ ପାଇଁ ଗୁରୁ ଭାଇ ପ୍ରଫୁଲ୍ଲ କୁମାର ପଟ୍ଟନାୟକଙ୍କ ଦ୍ୱରା ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।
ଡାବୁଗାଁ: ଜୟନ୍ତୀ ନଗର ଠାରେ ଭାଦ୍ରବ ପରିକ୍ରମା ଅନୁଷ୍ଠିତ, ଯୋଗଦେଲେ ଦୁଇଶହ ଉର୍ଦ୍ଧ ଭକ୍ତ - Dabugan News