ବିଞ୍ଝାରପୁର: ବରୀ ଅଞ୍ଚଳର ଅଧିକାଂଶ ପୂର୍ତ୍ତ ବିଭାଗ ରାସ୍ତା ମରଣଯନ୍ତା,ବର୍ଷା ଦିନ ପରେ ସମସ୍ତ ରାସ୍ତା ରିପାରିଂ ହେଇଯିବ ବୋଲି ସୂଚନା ଦେଲେ ଜିଲ୍ଲାପାଳ
ବରୀ ଅଞ୍ଚଳର ଅଧିକାଂଶ ପୂର୍ତ୍ତ ବିଭାଗ ରାସ୍ତା ମରଣଯନ୍ତା,ବର୍ଷା ଦିନ ପରେ ସମସ୍ତ ରାସ୍ତା ରିପାରିଂ ହେଇଯିବ ବୋଲି ସୂଚନା ଦେଲେ ଜିଲ୍ଲାପାଳ ଅମ୍ବର କୁମାର କର l ପ୍ରକାଶ ଯୋଗ୍ୟ ବରୀ ବ୍ଲକର ବିଭିନ୍ନ ପଂଚାୟତର ମୁଖ୍ୟ ରାସ୍ତା ଗୁଡିକ ଭାଙ୍ଗିତୁଟି ଖାଲ ଖମାର ହେଇଯାଇଛି l ଏହି ରାସ୍ତା ଗୁଡିକର ମରାମତି ପାଇଁ ବିଭିନ୍ନ ମହଲରେ ଦାବି ହେବା ସହିତ ଗଣମାଧ୍ୟମରେ ପ୍ରକାଶ ପାଉଥିଲା l ସେପଟେ ଏହି ପୂର୍ତ୍ତ ବିଭାଗ ସହିତ ଆଲୋଚନା କରିଛି ବର୍ଷା ଦିନରେ ପରେ ସମାଧାନ ହେଇଯିବ ବୋଲି ଜିଲ୍ଲାପାଳ ଶ୍ରୀ କର ସୂଚନା ଦେଇଛନ୍ତି l