ଯାଜପୁର: ଯାଜପୁର ଟାଉନ ସ୍ଥିତ କାର୍ଯ୍ୟାଳୟରେ ଯାଜପୁର ବିଜେଡି ପକ୍ଷରୁ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,ଯୋଗଦେଲେ ବିଧାୟିକା
Jajapur, Jajpur | Sep 21, 2025 ଯାଜପୁର ଟାଉନ ସ୍ଥିତ କାର୍ଯ୍ୟାଳୟରେ ଯାଜପୁର ବିଜେଡି ପକ୍ଷରୁ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,ଯୋଗଦେଲେ ବିଧାୟିକା l ଗତ କିଛିଦିନ ହେବ ଯାଜପୁର ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଂଚାୟତରେ ଅନେକ ସମସ୍ୟାକୁ ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରୁଥିଲେ l ଏହି ଅଭିଯୋଗକୁ ଆଧାର କରି ଆଜି ବିଜେଡି ପକ୍ଷରୁ ଏକ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେଇଯାଇଛି l ଏହି ଶିବିରରେ ଯାଜପୁର ପଂଚାୟତ ବାସୀ ଉପସ୍ଥିତ ରହି ନିଜ ନିଜ ଅଂଚଳର ସମୂହ ଓ ବ୍ୟକ୍ତିଗତ ଅଭିଯୋଗ ବିଧାୟକା ସୁଜାତା ସାହୁଙ୍କୁ ଅବଗତ କରିଥିଲେ l