କଟକ ପୌରାଞ୍ଚଳ: କଟକ ଭସାଣୀ ଉତ୍ସବ: ରାଣୀହାଟରେ ବିଜେଡି ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ମଞ୍ଚ
କଟକ ଦୁର୍ଗାପୂଜା ଭସାଣୀ ଉତ୍ସବ ଅବସରରେ ରାଣୀହାଟ ଇଲେକ୍ଟ୍ରିକ୍ ଅଫିସ୍ ନିକଟରେ ଚୌଦ୍ୱାର–କଟକ ବିଜୁ ଜନତା ଦଳ ପକ୍ଷରୁ ଏକ ସମ୍ବର୍ଦ୍ଧନା ମଞ୍ଚ ଆୟୋଜିତ। ବିଧାୟକ ପ୍ରଶାନ୍ତ ବେହେରା ଏହାକୁ ଉଦ୍ଘାଟନ କରିଛନ୍ତି। କାର୍ଯ୍ୟକ୍ରମରେ ଦଳର ବହୁ ବରିଷ୍ଠ ନେତା ଓ କର୍ମୀ ଉପସ୍ଥିତ ଥିଲେ।