କାମାକ୍ଷାନଗର: କାମାକ୍ଷାନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଗଦାଗଦା ଅଳିଆ ଶୁକ୍ରବାର ୩ଟାରେ ଅଭିଯୋଗ କଲେ ଆଇନି ଜୀବୀ
କାମାକ୍ଷାନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଗଦାଗଦା ଅଳିଆ ଶୁକ୍ରବାର ୩ଟାରେ ଅଭିଯୋଗ କଲେ ଆଇନି ଜୀବୀ ।ଢେଙ୍କାନାଳ ଜିଲା କାମାକ୍ଷାନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଗଦାଗଦା ଅଳିଆ ଆବର୍ଜନା ଥିବା କାରଣରୁ ଏହାକୁ ନେଇ ଶୁକ୍ରବାର ଅଭିଯୋଗ କରିଛନ୍ତି ଆଇନି ଜୀବୀ ମାନେ ।ଦୈନିକ ଏହି ରାସ୍ତାରେ ଆଇନି ଜୀବୀଙ୍କ ଠାରୁ ଆରମ୍ଭ କରି ଅନ୍ୟ ବ୍ୟକ୍ତିମାନେ ଯିବା ଆସିବା କରନ୍ତି କିନ୍ତୁ ଏଠାରୁ ଅଳିଆ ହଟୁନାହିଁ କରିଛନ୍ତି ଅଭିଯୋଗ ।