Public App Logo
Jansamasya
National
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds
Stopobesity
Hiv
Aidsawareness
Oralhealth
Mentalhealth
Seasonalflu
Worldimmunizationweek
Healthforall
Sco
Blooddonation
Saynototobacco
Vayvandanacard
Ayushmanbharat
Tbmuktbharat
Pmjay
Jansamasya
Liverhealth
Sicklecellawareness

ନୂଆପଡା: ଖଡ଼ିଆଳ ସହରର ଆମ୍ବେଦକର ଛକ ନିକଟରେ ଦୁର୍ଘଟଣାରେ ଯୁବକ ଗୁରୁତର,ଡ଼ାକ୍ତରଖାନାରେ ଭର୍ତ୍ତି

Nuapada, Nuapada | Sep 17, 2025
ଖଡ଼ିଆଳ ସହରର ଆମ୍ବେଦକର ଛକ ନିକଟରେ ଆଜି ଦିନ ୨ଟା ସମୟରେ ଜଣେ ବ୍ୟକ୍ତି ଦୁର୍ଘଟଣାରେ ଗୁରୁତର ଆହତ ହୋଇପଡ଼ିଥିଲେ। ତାଙ୍କୁ ଗୁରୁତର ବେହୋସ ଅବସ୍ଥାରେ ବରିଷ୍ଠ କଂଗ୍ରେସ ନେତା କମଲ ଚରଣ ତାଣ୍ଡି ଦେଖି ତୁରନ୍ତ ତାଙ୍କ ଗାଡ଼ିରେ ଡାକ୍ତରଖାନାକୁ ନେଇ ଭର୍ତ୍ତି କରିଥିଲେ। ଯୁବକଙ୍କ ଅବସ୍ଥା ଗୁରୁତର ଥିବା ବେଳେ ବେହୋସ ଥିବାରୁ ତାଙ୍କର ପରିଚୟ ଜଣାପଡିନାହିଁ। ଅନ୍ୟ ପକ୍ଷରେ ଦୀର୍ଘ ସମୟ ଧରି ଆମ୍ବୁଲାନ୍ସ ଓ ଫାୟାର ଗାଡ଼ିକୁ ଲୋକେ ଫୋନ କରିଥିଲେ ମଧ୍ୟ ସଠିକ ସମୟରେ ଆମ୍ବୁଲାନ୍ସ କିମ୍ୱା ଫାୟାର ଗାଡ଼ି ପହଞ୍ଚି ନଥିଲା। ଯାହାଫଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଥିଲା।

MORE NEWS