ରାୟଗଡା: ଗଜପତି ଜିଲ୍ଲାରେ ମିଳିତ ଜନ ଅଭିଯୋଗ ଶୁଣାଣି: ୪୮ଟି ଅଭିଯୋଗ ଗ୍ରହଣ
ଗଜପତି ଜିଲ୍ଲାର ରାୟଗଡ଼ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଅନୁଷ୍ଠିତ ହେଲା ମିଳିତ ଜନ ଅଭିଯୋଗ ଶୁଣାଣି। ଶିବିରରେ ୪୮ଟି ଅଭିଯୋଗ ଗ୍ରହଣ କରାଯାଇଥିବା ବେଳେ ଜଣଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୧୦ ହଜାର ଟଙ୍କା ସହାୟତା ମିଳିଛି।