ବଲାଙ୍ଗୀର: ବିଲ ନ ହେବାରୁ ଜେଇଙ୍କୁ ମାଡ଼
ପୂଇଁନ୍ତଲା ବ୍ଲକରେ ଘଟିଛି ଏଭଳି ଘଟଣା
Balangir... Breaking.... ବିଲ ନ ହେବାରୁ ଜେଇଙ୍କୁ ମାଡ଼ । ବଲାଙ୍ଗୀର ପୂଇଁନ୍ତଳା ବ୍ଲକରେ ଘଟିଛି ଏଭଳି ଘଟଣା। ଜେଇ କାର୍ଯ୍ୟାଳୟ ରେ ଥିବା ସମୟରେ ଜଣେ ଠିକାଦାର ଆସି ଜେଇଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମାରିଥିବା ଅଭିଯୋଗ ହୋଇଛ। ଏନେଇ ଆଜି ପୂଇଁନ୍ତଳା ବିଡ଼ିଓ ପୁଇଁନ୍ତଳା ଥାନାରେ ଏତଲା ଦେଇଛନ୍ତି ଏନେଇ ପୋଲିସ ଆଜି ଅପରାହ୍ନ 12ଟା 15ମିନିଟ ସମୟ ରେ ତଦନ୍ତ ଆରମ୍ଭ କରିଛି। ମାଡ଼ ଖାଇ ଥିବା ଜେଇ ଙ୍କ ନା ବିଭୁତି ଭୂଷଣ ମହାନ୍ତି। ମାଡ଼ ମାରିଥିବା ଠିକାଦାର ନା ପଞ୍ଚାନନ ଡାଙ୍ଗ ବୋଲି ଜଣାପଡିଛି।