ଢେଙ୍କାନାଳ ସଦର: ଢେଙ୍କାନାଳ ଜିଲ୍ଲା ସଦରବ୍ଲକ ଭାପୁର ବେଗୁନିଆ ପାଳ ଗ୍ରାମ ଠାରେ ଯୋଗାଣ ମନ୍ତ୍ରୀ କ୍ରୃଷ୍ଣଚନ୍ଦ୍ର ପାତ୍ର ଜନ ଅଭିଯୋଗ ଶୁଣାଣୀରେ ବକ୍ତବ୍ୟ ରଖିଲେ
ଢେଙ୍କାନାଳ ଜିଲ୍ଲା ସଦରବ୍ଲକ ଭାପୁର ବେଗୁନିଆ ପାଳ ଗ୍ରାମ ଠାରେ ଆଜି ତା ୧୯।୧୯ ରିଖ ଅପରାହ୍ନ ୨ ଘଣ୍ଟା ସମୟରେ ଢେଙ୍କାନାଳ ସଦର ବିଧାୟକ ତଥା ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ବୈଷୟିକ ବିଭାଗ ମନ୍ତ୍ରୀ କ୍ରୃଷ୍ଣଚନ୍ଦ୍ର ପାତ୍ର ଦଳ ଅଭିଯୋଗ ଶୁଣାଣୀରେ ଲୋକମାନଙ୍କୁ ବୁଝାଇଲେ ।