ଆଜି ନଭେମ୍ୱର 10 ତାରିଖ ସୋମବାର ଅପରାହ୍ନ 2 ଟାରୁ ଅପରାହ୍ନ 4 ଟା ପର୍ଯ୍ୟନ୍ତ ଦୁଇ ଘଣ୍ଟା ଧରି ସ୍କୁଲ ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ସାଇବର ସଚେତନ କରିଛନ୍ତି ସଦର ପୋଲିସ। ଇନଟରନେଟ ବ୍ୟବହାର କରୁଥିବା ବେଳେ ସମ୍ପୂର୍ଣ୍ଣ ସଚେତନ ହୋଇ ବ୍ୟବହାର କରିବାକୁ ସଚେତନ କରିଛନ୍ତି। ସାଇବର ଅପରାଧି ମାନେ ପ୍ରତିଦିନ ନୂଆ ନୂଆ କୌଶଳ କରି ଲୋକଙ୍କ କଷ୍ଟ ଅର୍ଜିତ ଟଙ୍କା କ୍ଷଣକ ମଧ୍ୟରେ ଲୁଟି ନେଉଛନ୍ତି। କନଫରେନ୍ସ କଲ ବାହାନାରେ ସିଧା ବ୍ୟାଙ୍କ ଆକାଉଣ୍ଟରେ ଥିବା ନିମିଷକ ମଧ୍ୟରେ ଚୋରି କରି ନେଉଛନ୍ତି। କେବଳ ସେତିକି ନୁହଁ ଆପଣଙ୍କ ଲେଟରି ଲାଗିଛି... ଇତ୍ୟାଦି କହି ଟଙ୍କା