ବେତନଟୀ ଥାନା ଇଲାକାର ଜନୈକା 1୬ବର୍ଷୀୟା ନାବାଳିକା ଛାତ୍ରୀ ମଙ୍ଗଳବାର କଲେଜ ଯାଇ ଆଉ ଘରକୁ ଫେରିନଥିବା ବେଳେ ଘରଲୋକଙ୍କ ଏତଲାମୁଳେ ବୁଧବାର ରାତି ଏଗାରଟାରେ ମାମଲା ରୁଜୁକରି ତଦନ୍ତ ଆରମ୍ଭକଲା ପୁଲିସ l ଏତଲାକାରୀ ନାବାଳିକାଙ୍କ ସମ୍ପର୍କୀୟ କକାଙ୍କ ଅଭିଯୋଗ ମୁତାବକ ୧୬ବର୍ଷୀୟା ନାବାଳିକା ଜଣକ ସବୁଦିନଭଳି ମଙ୍ଗଳବାର ମଧ୍ୟ କଲେଜଯାଇ ସନ୍ଧ୍ୟାସୁଦ୍ଧା କଲେଜରୁ ନଫରିବାରୁ ଶେଷରେ ଘରଲୋକ ଏତଲା ଦାଏର କରିଛନ୍ତି l