କାମାକ୍ଷାନଗର: ମହୁଲପାଳ ନିକଟରେ ଶନିବାର ୧୧ଟାରେ ହାଇବା ପଛରେ ପିଟିଲା ଆଇଚର ଚାଳକ ଆହତ ମେଡ଼ିକାଲରେ ଭର୍ତି
ମହୁଲପାଳ ନିକଟରେ ଶନିବାର ୧୧ଟାରେ ହାଇବା ପଛରେ ପିଟିଲା ଆଇଚର ଚାଳକ ଆହତ ମେଡ଼ିକାଲରେ ଭର୍ତି ।ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ମହୁଲପାଳ ନିକଟରେ ଶନିବାର ଢେଙ୍କାନାଳ ଆଡୁ କାମାକ୍ଷାନଗର ଆଡକୁ ଆସୁଥିବା ଏକ ହାଇବା ଗାଡି ପଛରେ ପିଟିଲା ଆଇଚର ଗାଡି ଯାହାଫଳରେ ଆଇଚର ଗାଡିର ଚାଳକ ଆହତ ହୋଇଥିବା ସୂଚନା ।ପୋଲିସ ପହଂଚି କରୁଛି ତଦନ୍ତ ।