କାମାକ୍ଷାନଗର: କାମାକ୍ଷାନଗର ପୋଲିସ ତରଫରୁ ବୁଧବାର ୧୦ଟାରେ ଏସଡିପିଓଙ୍କ କାର୍ଯ୍ୟାଳୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ଉପସ୍ଥିତ ରହିଲେ ଏସଡିପିଓ
କାମାକ୍ଷାନଗର ଉପଖଣ୍ଡ ପୋଲିସ ତରଫରୁ ବୁଧବାର ୧୦ଟାରେ ଏସଡିପିଓଙ୍କ କାର୍ଯ୍ୟାଳୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ , ଉପସ୍ଥିତ ରହିଲେ ଏସଡିପିଓ ।ଢେଙ୍କାନାଳ ଜିଲ୍ଲା କମାକ୍ଷାନଗର ଉପଖଣ୍ଡ ପୋଲିସ ତରଫରୁ ବୁଧବାର ବିଭିନ୍ନ ଥାନା ଫାଣ୍ଡିରେ ଵୃକ୍ଷ ରୋପଣ ସାଙ୍ଗକୁ କମାକ୍ଷାନଗର ଏସଡିପିଓଙ୍କ କାର୍ଯ୍ୟାଳୟ ନିକଟରେ ଵୃକ୍ଷ ରୋପଣ କରାଯାଇଛି ।ସୂଚନା ଦେଲେ ଏସଡିପିଓ ରଜନୀକାନ୍ତ ସାମଲ ।