ଅମ୍ବାଭୋନା: ଉତ୍ତମ-ଉଧେଇପାଲୀ ଆଞ୍ଚଳିକ ଗଜଲକ୍ଷ୍ମୀ ପୁଜା ପାଇଁ ବିରାଟ କଲସଯାତ୍ରା ଆଜି ଅନୁଷ୍ଠିତ ହୋଇଛି । ଯୋଗଦାନ କଲେ ଶହଶହ ମହିଳା ଭକ୍ତ ଓ ଶ୍ରଦ୍ଧାଳୁ
ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଉତ୍ତମ ଗ୍ରାମପଞ୍ଚାୟତ ର ଉତ୍ତମ-ଉଧେଇପାଲୀ ର 12 ତମ ଆଂଚଳିକ ଗଜଲକ୍ଷ୍ମୀ ପୁଜା ଆଜି ଅପରାହ୍ନ 12 PM ରୂ 3 PM ପର୍ଯ୍ୟନ୍ତ ମହାଆଡମ୍ବର ରେ ବିରାଟ କଲସଯାତ୍ରା ଅନୁଷ୍ଠିତ ହୋଇଛି। ଶହଶହ ମହିଲା ଭକ୍ତ ଓ ଶ୍ରଦ୍ଧାଳୁ ଏହି କଲସଯାତ୍ରା ରେ ସାମିଲ ହୋଇଥିଲେ।