ବଡସାହି: କଳମା ଓ ବେତନଟୀ ସତସଙ୍ଗବିହାର ଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭଵ୍ୟ ସ୍ୱାଗତ ସମ୍ବର୍ଦ୍ଧନା,ସାଂସଦ,ମନ୍ତ୍ରୀ,ବିଧାୟକ ଉପସ୍ଥିତ
ବୈଶିଙ୍ଗାଥାନା ଅଧୀନ କଳମା ଏବଂ ବେତନଟୀଥାନା ଅଧୀନ ବେତନଟୀ ଉପକଣ୍ଠ ବଙ୍ଗଳାଛକ ସତସଙ୍ଗବିହାରଠାରେ ଦିନିକିଆ ଗସ୍ତରେ ଆସିଥିବା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସୋମବାର ପୂର୍ବାହ୍ନ ସାଢେଦଶଟାରେ ଭଵ୍ୟ ସ୍ୱାଗତସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି l ଏହି ଅବସରରେ ମାନ୍ୟବର ସାଂସଦ ପ୍ରତାପଚନ୍ଦ୍ର ଷଡଙ୍ଗୀ, ବଡସାହିର ମାନ୍ୟବର ଲୋକପ୍ରିୟ ବିଧାୟକ ସନାତନ ବିଜୁଳି, ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ ପ୍ରମୁଖ ଉପସ୍ଥିତ ଥିଲେ l