Public App Logo
Jansamasya
National
Fidfimpact
South_delhi
Pmmsy
Haryana
Matsyasampadasesamriddhi
���ीएसटी
Cybersecurityawareness
Nextgengst
Happydiwali
Diwali2025
Railinfra4andhrapradesh
Responsiblerailyatri
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
Worldenvironmentday
Beattheheat

ଅମ୍ବାଭୋନା: ପଥରସେନୀ ନିକଟସ୍ଥ ମହାନଦୀରେ ବୁଡି ଯାଇଥିବା ଜାମପାଲି ଗ୍ରାମର ଯୁବକ ଙ୍କ ମୃତ ଦେହ ଉଦ୍ଧାର କଲା ଅମ୍ବାଭୋନା ଅଗ୍ନିଶମ ବିଭାଗ

ଗତ 6 ତାରିଖ 8 PM ରୁ ପଥରସେନୀ ନିକଟସ୍ଥ ମହାନଦୀରେ ମାଛ ମାରୁଥିବା ସମୟରେ ନିଖୋଜ ହୋଇଥିବା ଜାମପାଲି ଗ୍ରାମ ର ମନୋଜ ନାଏକ ଙ୍କ ମୃତ ଦେହ ଆଜି 8: 30 AM ରେ ମହାନଦୀ ରୁ ଉଦ୍ଧାର କଲା ଅମ୍ବାଭୋନା ଅଗ୍ନିଶମ ବିଭାଗ : ଘଟଣା ସ୍ଥଳରେ ଅମ୍ବାଭୋନା ପୋଲିସ ମଧ୍ୟ ଉପସ୍ଥିତ ଥିଲେ ଏବଂ ମୃତ ଶବକୁ ପୋଷ୍ଟମାର୍ଟମ ପାଇଁ ବରଗଡ ମୁଖ୍ୟ ହସ୍ପିଟାଲ କୁ ପଠାଯାଇଛି

MORE NEWS