Public App Logo
Jansamasya
National
���ीएसटी
Happydiwali
Railinfra4andhrapradesh
Nextgengst
Cybersecurityawareness
Pmmsy
Diwali2025
Fidfimpact
Matsyasampadasesamriddhi
Responsiblerailyatri
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds

ଆସିକା: କର୍ପୁର ନୂଆଗାଁ ନିକଟ ବଡ ନଦୀରେ NDRF ଟିମ୍ ପକ୍ଷରୁ ଏକ ସ୍ବତନ୍ତ୍ର ମକଡ୍ରିଲ ଅନୁଷ୍ଠିତ

Asika, Ganjam | Oct 18, 2025
ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ୍ ଦେବଭୂମି ପଞ୍ଚାୟତ କର୍ପୁରନୂଆଗାଁ ନିକଟସ୍ଥ ବଡ ନଦୀରେ NDRF ଟିମ୍ ପକ୍ଷରୁ ଏକ ସ୍ବତନ୍ତ୍ର ମକଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବନ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବନ୍ୟା ଜଳ ଗାଁ କୁ ମାଡ଼ି ଆସିଲେ କିମ୍ୱା ବନ୍ୟାରେ ଲୋକେ ଭାସି ଗଲେ କେମିତି ସେମାନଙ୍କୁ ଉଦ୍ଧାର କରାଯିବ ସେ ନେଇ ଏଥିରେ ପ୍ରଶିକ୍ଷଣ ଦିଆଯାଇଥିଲା l ଏଥିରେ କଟକ ମଣ୍ଡଳୀର 3RD BN ର 30 ଜଣିଆ ଟିମ୍ ସାମିଲ ହୋଇଥିବା ବେଳେ ଏନ ଡି ଆର ଏଫ CMO ଙ୍କ ନିର୍ଦ୍ଦେଶ କ୍ରମେ ଇନ୍ସପେକ୍ଟର ରାଜୀବ ଲୋଚନ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଏହି ମଗଡିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି

MORE NEWS