ତଲସରା: ବନ୍ଧଢିପା ଗ୍ରାମ ରେ ଝରିଆ ଗୈାଡ଼ ସମାଜ ପକ୍ଷରୁ ଗିରୀ ଗୋବର୍ଦ୍ଧନ ପୂଜା ମହାସମାରୋହରେ ପାଳିତ
ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ସ୍ଥିତ ବନ୍ଧଢିପା ଗ୍ରାମ ରେ ଆଜି ଝରିଆ ଗୈାଡ଼ ସମାଜ ପକ୍ଷରୁ ପାରମ୍ପରିକ ରୀତିନୀତିରେ ଗୀରି ଗୋବର୍ଦ୍ଧନ ପୂଜା ମହାସମାରୋହରେ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ଶତାଧିକ ଶ୍ରଦ୍ଧାଳୁ ଭକ୍ତ ମାନେ ଅଂଶଗ୍ରହଣ କରିଥିଲେ।