ବେଲପଡା ଥାନା ଅନ୍ତର୍ଗତ ପାଲେସିରାର କୁନୁ ଖରସେଲ ନାମକ ଜନୈକ ଯୁବକ ଗୁରୁବାର ମଧ୍ୟାହ୍ନରେ ବାଇକରେ ବେଲପଡା କୁ ଆସୁଥିବା ବେଳେ ବେଲପଡା ପଟର ରୁ ଯାଇଥିବା ଏକ ବାଇକ ସହ ମୁହାଁମୁହିଁ ଧକ୍କା ହୋଇ ଥିଲା ।ଏଥିରେ କୁନୁ ଗୁରୁତର ହୋଇ ପଡିଥିଲେ ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ପରେ ଅବସ୍ଥା ଆହୁରି ଗୁରୁତର ହେବାରୁ ବଲାଙ୍ଗୀର ଭୀମ ଭୋଇ ମେଡ଼ିକାଲ କୁ ପଠାଇ ଦିଆଯାଇଛି ।