କଟକ ହାର୍ଡୱେୟାର ଦୋକାନ ଚୋରି: ୩ ଅଭିଯୁକ୍ତ ଗିରଫ
କଟକ କଲେଜ ଛକ ପିଲ୍ଗ୍ରୀମ୍ ରୋଡ୍ରେ ହାର୍ଡୱେୟାର ଦୋକାନରୁ ଚୋରି ଘଟଣାରେ ମାଲଗୋଦାମ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ନିକଟରୁ ଚୋରି ସାମଗ୍ରୀ ଓ ଅଟୋ ଜବତ କରାଯାଇଛି। ସିସିଟିଭି ଫୁଟେଜରେ ଥିବା ଟାଟୁ ଦେଖି ଅଭିଯୁକ୍ତଙ୍କୁ ଧରିଲା ପୁଲିସ।