Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow
No video available

ଦେବଗଡ: ନିସାବିରା ଗ୍ରାମରେ ବନମହୋତ୍ସବ ଓ ୨୦୦ ରୁ ଅଧିକ ବୃକ୍ଷରୋପଣ

ରିଆମାଳ ବ୍ଲକ ତାରଙ୍ଗ ଗ୍ରାମପଂଚାୟତ ଅନ୍ତର୍ଗତ ନିସାବିରା ଗ୍ରାମରେ ଆଜି ୭୬ ତମ ବନମହୋତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ୨୦୦ ରୁ ଅଧିକ ଚାରା ରୋପଣ କରାଯାଇଥିଲା । ବନବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ତାରଙ୍ଗ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ସମସ୍ତ ଛାତ୍ରଛାତ୍ରୀ ସାମିଲ ହୋଇ ମା ପାଇଁ ଗଛଟିଏ ଅଭିଯାନ ଅଧିନରେ ବୃକ୍ଷରୋପଣ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଜଙ୍ଗଲ ବୃଦ୍ଧି ଏବଂ ଜଙ୍ଗଲର ଯତ୍ନ ନେବା ପାଇଁ ସଚେତନ କରାଯାଇଥିଲା।

MORE NEWS