Public App Logo
Jansamasya
National
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds
Stopobesity
Hiv
Aidsawareness
Oralhealth
Mentalhealth
Seasonalflu
Worldimmunizationweek
Healthforall
Sco
Blooddonation
Saynototobacco
Vayvandanacard
Ayushmanbharat
Tbmuktbharat
Pmjay
Jansamasya
Liverhealth
Sicklecellawareness

ଯାଜପୁର: ଜିଲ୍ଲା ରାଜସ୍ୱ ବିଭାଗ ପକ୍ଷରୁ ବଡବାଲିକୁଦା ଅଞ୍ଚଳରେ ଚଢ଼ାଉ,ଦୁଇଟି ବେଆଇନୀ ବାଲି ବୋଝେଇ ଟ୍ରାକ୍ଟର ଗାଡି ଜବତ

Jajapur, Jajpur | Sep 16, 2025
ଜିଲ୍ଲା ରାଜସ୍ୱ ବିଭାଗ ପକ୍ଷରୁ ବଡବାଲିକୁଦା ଅଞ୍ଚଳରେ ଚଢ଼ାଉ,ଦୁଇଟି ବେଆଇନୀ ବାଲି ବୋଝେଇ ଟ୍ରାକ୍ଟର ଗାଡି ଜବତ l ବଡବାଲିକୁଦା ଅଞ୍ଚଳ ଦେଇ ପ୍ରତେକ ଦିନ ଅନେକ ବେଆଇନୀ ବାଲି ବୋଝେଇ ଗାଡି ଯାଉଥୁବା ସ୍ଥାନୀୟ ଲୋକେ ଜିଲ୍ଲା ରାଜସ୍ୱ ବିଭାଗ ନିକଟରେ ଅଭିଯୋଗ କରୁଥିଲେ l ଏହି ଅଭିଯୋଗକୁ ଆଧାର କରି ଆଜି ରାଜସ୍ୱ ବିଭାଗ ଅଧିକାରୀ ଶୀତେଶ କୁମାର ନାୟକ,ଛାୟାକାନ୍ତ ମହାନ୍ତ, ଦୀପ୍ତା ସୁନ୍ଦର ସେଠି ସ୍ଥାନୀୟ ପୋଲିସ କର୍ମଚାରୀଙ୍କୁ ଧରି ଏହି ଅଞ୍ଚଳରେ ଚଢ଼ାଉ କରିଥିଲେ l

MORE NEWS