ଘସିପୁରା: ଯୋର ଧରିଲା ଅତାସାହୀ ଗ୍ରାମବାସୀ ଙ୍କ ବେଆଇନ୍ ବାଲିଘାଟ ବନ୍ଦ ଦାବି
ଗାଁ ନିଟକ ବେଆଇନ ବାଲି ଘାଟକୁ ବନ୍ଦ ପାଇଁ ମିଳିତ ହୋଇ ସ୍ବର ଉତ୍ତ୍ବୋଳନ କରିଛନ୍ତି ଗ୍ରାମବାସୀ ା ବେଆଇନ୍ ଭାବେ ନଦୀପଠାକୁ ରାସ୍ତା ନିର୍ମାଣ ହୋଇଥିବା ଘାଟ ଠାରେ ଗ୍ରାମବାସୀ ମାନେ ଏକତ୍ରିତ ହୋଇ ପ୍ରତିବାଦ ଜଣାଇଛନ୍ତି ା ତୁରନ୍ତ ଘାଟ ବନ୍ଦ ଦିଗରେ ପ୍ରଶାସନ ପଦକ୍ଷେପ ଗ୍ରହଣ ନକଲେ ଆଗାମୀ ଦିନରେ ଆଇନ୍ କୁ ହାତକୁ ନେବାକୁ ଚେତାବନୀ ଦେଇଛନ୍ତି ଗ୍ରାମବାସୀ ା ଘଷିପୁରା ଥାନା ଅନ୍ତର୍ଗତ କୁଶେଇ ନଦୀର ଅତାସାହୀ ଗାଁ ନିକଟରେ ସୂଚନା l