#ଗଣ୍ଡଙ୍କ_ବହିରେ_1668_ଭୁଲ
ପାଠ୍ୟପୁସ୍ତକ କେବଳ କାଗଜରେ ଛପା ହୋଇଥିବା କିଛି ପୃଷ୍ଠା ନୁହେଁ। ଏହା ହେଉଛି ଜଣେ ଛାତ୍ରଛାତ୍ରୀଙ୍କ ଜ୍ଞାନର ପ୍ରଥମ ଆଧାର, ଭବିଷ୍ୟତ ଗଢ଼ିବାର ପ୍ରଥମ ସିଢ଼ି। ସେହି ପାଠ୍ୟପୁସ୍ତକରେ ଯଦି ତ୍ରୁଟି ରହିଯାଏ, ତେବେ ପ୍ରଶ୍ନ କେବଳ ଏକ ବହିର ନୁହେଁ, ସମଗ୍ର ଶିକ୍ଷା ବ୍ୟବସ୍ଥାର ବିଶ୍ୱସନୀୟତା ଉପରେ ଉଠେ | EP-279 | KG To PG Free, But 1678 Mistakes In Textbooks? | Full Story | Sunil Jena Analysis #odisha #odishanews #thepoliticsodia #odishapolitics #MohanMajhi #OdishaEducation #TextbookErrors #SchoolEducation #OdishaSchools #PoliticalLens
#PoliticalLensLink👇
ସମ୍ପୁର୍ଣ୍ଣ ଭିଡିଓ ଦେଖିବାକୁ କ୍ଲିକ୍ କରନ୍ତୁ
https://youtu.be/v0FeUZ9kK7E?si=NUE7Ttt3fNwbAx-w