କାମାକ୍ଷାନଗର ଉପଖଣ୍ଡ ପ୍ରଶାସନ ତରଫରୁ କାମାକ୍ଷାନଗର ଠାରେ ଶନିବାର ୧୨ଟାରେ ଭୋଟର ସଚେତନତା ଶିବିର ଅନୁଷ୍ଠିତ lଭୋଟର ସଚେତନ ଶିବିର କାମାକ୍ଷାନଗର ଠାରେ ଉପଖଣ୍ଡ ପ୍ରଶାସନ ତରଫରୁ ଅନୁଷ୍ଠିତ ହୋଇଯାଇଛି ।ଏଠାରେ ସହକାରୀ ଜିଲାପାଳ ଦୀପକ ମିଶ୍ର ଉପସ୍ଥିତ ଥିଲେ । କିପରି ସାଧାରଣ ଲୋକ ଭୋଟର ତାଲିକା ବିଷୟରେ ବୁଝିବା ସହ ସଂଶୋଧନ ଓ ନାମ ଯୋଗ କରିବେ ସେ ନେଇ ସଚେତନତା କରାଯାଉଛି ।