ଆଜି ଅପରାହ୍ନ ୪ଟା ସମୟରେ ହରଭଙ୍ଗା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟକ୍ଷ ହିମାଂଶୁ ଶେଖର ରାଉତଙ୍କ ସଭାପତିତ୍ୱରେ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀ ମାନଙ୍କୁ ପ୍ରଥମ ବର୍ଷର ଛାତ୍ରଛାତ୍ରୀ ମାନେ ଏକ ଅଶ୍ରୁଳ ବିଦାୟ କାଳୀନ ସଭାର ଆୟୋଜନ କରିଥିଲେ।ଏହି ଅବସରରେ ଭୈରବୀ ଡ଼ିଗ୍ରୀ କଲେଜର ଅଧ୍ୟକ୍ଷ ରମେଶ ଚନ୍ଦ୍ର ତାରେନିୟ। ମୁଖ୍ୟ ଅତିଥି,ମାଧପୁର ଉଚ୍ଚମାଧ୍ୟାମିକର ଅଧ୍ୟାପକ ସୁଶାନ୍ତ ଶେଖର ମଙ୍ଗରାଜ କ୍ରୀଡ଼ାରେକୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଟ୍ରଫି ଓ ସାଟିଫିକେଟ ପ୍ରଦାନ କରି ଥିଲେ l