Public App Logo
Jansamasya
News
पुलिस
Maharashtra
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
यूपी
कानपुर
Pm
Uttarpradesh

କେନ୍ଦୁଝର ସହର: ଭାଲୁପାହାଡ଼ି ନିକଟରେ ମହିଳା ବନରକ୍ଷୀଙ୍କୁ ଦୁର୍ବ୍ୟବହାର ସହ ଟ୍ରାକ୍ଟର ନେଇଗଲେ ବାଲି ମାଫିଆ

ଅଟେଇ ରିଜର୍ଭ ଫରେଷ୍ଟ ଭିତରେ ଥିବା ନଦୀ କୂଳରୁ ଚୋରା ବାଲି ଉତ୍ତୋଳନ ବେଳେ ଖବର ପାଇ ବନବିଭାଗ ରେଞ୍ଜ ଅଫିସର ବନବିହାରି ସର୍ଦ୍ଦାର ପାଟଣା ବିଟରେ କାର୍ଯ୍ୟରତ ବନରକ୍ଷୀ ଦେବଜାନୀ ମହନ୍ତଙ୍କୁ ଘଟଣାସ୍ଥଳକୁ ପଠାଇଥିଲେ। ଦେବଜାନୀ ଏହି ଟ୍ରାକ୍ଟରର ପିଛାକରି ଅପରାହ୍ନ ସମୟରେ ଜଣେ ସ୍କ୍ୱାର୍ଡ଼ ମେମ୍ବରଙ୍କୁ ସାଙ୍ଗରେ ଧରି ପିଛଲାବେଡା ଗ୍ରାମର ଭାଲୁପାହାଡ଼ି ସାହି ନିକଟରେ ଟ୍ରାକ୍ଟରକୁ ଅଟକାଇ ଥିଲେ।

MORE NEWS

କେନ୍ଦୁଝର ସହର: ଭାଲୁପାହାଡ଼ି ନିକଟରେ ମହିଳା ବନରକ୍ଷୀଙ୍କୁ ଦୁର୍ବ୍ୟବହାର ସହ ଟ୍ରାକ୍ଟର ନେଇଗଲେ ବାଲି ମାଫିଆ - Kendujhar Town News