Public App Logo
Jansamasya
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
���ाजस्थान
Jharkhand
Rajasthan
���ध्यप्रदेश
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
���ादी
Crimenews
Indore
Nda
School
Cbi

ବାରିପଦା ମ୍ୟୁନିସିପାଲଟି: ବାରିପଦାର ଲାଲବଜାର ସ୍ଥିତ ଆଡ଼ପ ମଣ୍ଡପରେ ବାଣ୍ଠିଆ ଜଗନ୍ନାଥଙ୍କ ରୂପା ବେଶ ଅନୁଷ୍ଠିତ, ଶହ ଶହ ଭକ୍ତଙ୍କ ଭିଡ

ବାରିପଦା ସହରର ଅନନ୍ୟ ପରମ୍ପରା ଅନୁସାରେ ସାନ ଜଗନ୍ନାଥ ବା ବାଣ୍ଠିଆ ଜଗନ୍ନାଥଙ୍କ ପରମ୍ପରା ନିଆରା। ତେବେ ପରମ୍ପରା ଅନୁସାରେ ଶନିବାର ସକାଳ ୧୦.୩୦ଟା ରୁ ଦିନ ୨ଟା ଯାଏଁ ବାରିପଦା ସହରର ଲାଲବଜାର ସ୍ଥିତ ଆଡ଼ପ ମଣ୍ଡପ ବା ଜନ୍ମ ବେଦୀ ଠାରେ ବାଣ୍ଠିଆ ଜଗନ୍ନାଥଙ୍କ ରୂପା ବେଶ ଅନୁଷ୍ଠିତ ହୋଇଯାଇଛି।

MORE NEWS

ବାରିପଦା ମ୍ୟୁନିସିପାଲଟି: ବାରିପଦାର ଲାଲବଜାର ସ୍ଥିତ ଆଡ଼ପ ମଣ୍ଡପରେ ବାଣ୍ଠିଆ ଜଗନ୍ନାଥଙ୍କ ରୂପା ବେଶ ଅନୁଷ୍ଠିତ, ଶହ ଶହ ଭକ୍ତଙ୍କ ଭିଡ - Baripada M News