ଛତ୍ରପୁର: ବ୍ରହ୍ମପୁରରେ 23 ଅକ୍ଟୋବରରେ ଗଣ ପ୍ରତିବାଦ: ଭୋଟର ତାଲିକାରୁ ନାମ ବାଦ୍ ପଡ଼ିବାକୁ ନେଇ ବିରୋଧ
ଭୋଟର ତାଲିକାରୁ ନାମ ବାଦ୍ ପଡ଼ିବା ଏବଂ ନିର୍ବାଚନ ପ୍ରକ୍ରିୟାର ସ୍ୱଚ୍ଛତାକୁ ନେଇ ବ୍ରହ୍ମପୁରରେ 23 ଅକ୍ଟୋବର 2026 ପୂର୍ବାହ୍ନ 11ଟାରେ ବାରାକ୍ସ ଛକଠାରେ ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ଗଣ ପ୍ରତିବାଦ ଅନୁଷ୍ଠିତ ହେବ। ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ସମସ୍ତଙ୍କୁ ସାମିଲ ହେବାକୁ ନିବେଦନ।