Public App Logo
Jansamasya
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
���ाजस्थान
Jharkhand
Rajasthan
���ध्यप्रदेश
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
���ादी
Crimenews
Nda
School
Cbi
Politics

ଦେବଗଡ: ପୌରାଂଚଳରେ ଶକ୍ତି ସଂରକ୍ଷଣ ସମ୍ପର୍କୀତ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ

ଦେବଗଡ ପୌରାଂଚଳରେ ସ୍ଥାନୀୟ ରାଜା ବାସୁଦେବ ଉଚ୍ଚ ବିଦ୍ୟାଳୟ ଛାତ୍ର ମାନଙ୍କ ଦ୍ୱାରା ଆଜି ଦିନ ୧୦ ଟାରେ ଶକ୍ତି ସଂରକ୍ଷଣ ସମ୍ପର୍କୀତ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୧୪ ତାରିଖ ଦିନ ପାଳିତ ହେବାକୁ ଥିବା ଜାତୀୟ ଶକ୍ତି ସଂରକ୍ଷଣ ଦିବସ ଉପଲକ୍ଷେ ଆଜିର ଏହି ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ଶିକ୍ଷକ ସତ୍ୟପ୍ରକାଶ ମିଶ୍ର ଓ ବିନୋରୀ ଚରଣ ରାଉତଙ୍କ ତତ୍ୱାବଧାବରେ ରାଜା ବାସୁଦେବ ଉଚ୍ଚ ବିଦ୍ୟାଳୟର ଶକ୍ତି କ୍ଲବର ଛାତ୍ର ମାନେ ହାତରେ ବ୍ୟାନର ପ୍ଲାକାର୍ଡ ଧରି ବିଦ୍ୟାଳୟ ସମ୍ମୁଖରୁ ବିଭିନ୍ନ ସ୍ଲୋଗାନ ସହିତ ନଗର ପରିକ୍ରମା କରିଥିଲେ ।

MORE NEWS