ଆଜି ଜାନୁଆରୀ 7 ତାରିଖ ବୁଧବାର ଅପରାହ୍ନ 4:30 ସମୟରେ ଏହି ଦୁର୍ଘଟଣା ଘଟାଇ OD -16E-5816 ନମ୍ବର ବିଶିଷ୍ଟ ଟ୍ରଲର ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲା। ଗୋଟିକ ପରେ ଗୋଟିଏ ଏପରି ତିନୋଟି ଦୁର୍ଘଟଣା ଘଟାଇ ଚାଳକ ଗାଡ଼ି ସହ ଫେରାର ହେବାକୁ ଉଦ୍ୟମ କରି ଶେଷରେ ଛତାବର ନିକଟରେ ଲୋକଙ୍କ ହତାରେ ଧରା ପଡ଼ିଛି। ଉତ୍ୟକ୍ତ ଲୋକେ ଗାଡ଼ି ଓ ଗାଡ଼ି ଚାଳକକୁ ଅଟକ ରଖିବା ସହ ହେମଗିର ପୋଲିସକୁ ହସ୍ତାନ୍ତର କରିଛନ୍ତି । ରାତି 7:15 ପାଖାପାଖି ସମୟରେ ପୋଲିସ ଅଭିଯୁକ୍ତ ଚାଳକକୁ ଲୋକଙ୍କ କବଳରୁ ଉଦ୍ଧାର କରିବା ସହ ଗିରଫ କରିଛି। ଏହି ଚାଳକ ପ୍ରଥମେ ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ବାଇକ,