କବିସୂର୍ଯ୍ୟନଗର: କବିସୂର୍ଯ୍ୟନଗର ବିଧାୟକ ଓ କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦ ର ଅଧ୍ୟକ୍ଷ ଙ୍କ ସହ ବହୁ ବିଜେପି ନେତା ନୂଆପଡା ଉପ ନିର୍ବାଚନ ପ୍ରଚାର ରେ
ନିର୍ବାଚନ ଭୋଟ ଦାନ ଦିନ ଯେତେ ପାଖେଉଛି ନିର୍ବାଚନ ତାତି ସେତିକି ବଢୁଛି, ଆଜ ନୂଆପଡା ନିର୍ବାଚନ ମଣ୍ଡଳୀରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆଜି ନୂଆପଡା ନିର୍ବାଚନ ପ୍ରଚାର ରେ ଯାଇଥିବା ବେଳେ ଗନିଆରୀ ମାନିଗୁଡା ସିହିନୀ ମୁଣ୍ଡା ଗ୍ରାମରେ ମାରାଥନ ପ୍ରଚାର କରିଛନ୍ତି କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ଙ୍କ ସହ ଦିଗପହଣ୍ଡି ବିଧାୟକ ତଥା ଓଡ଼ିଆ ସିନେ ଜଗତର ଚର୍ଚ୍ଚିତ ଅଭିନେତା ଡ଼ ସିଦ୍ଧାର୍ଥ ମହାପାତ୍ର, ଯାଜପୁର ସାଂସଦଙ୍କ ସହ କୋଦଳା ବିଜ୍ଞାପିତ ଆଞ୍ଚଳ ପରିଷଦ ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକଙ୍କ ପ୍ରଚାର ମୈଦାନ ରେ ପଞ୍ଚାୟତ ର ହଜାର ହାଜର ମହିଳା ଉପସ୍ଥିତ ଥିଲେ