ସ୍ଥାନୀୟ ଭଇଷା ବାଳିକା ହାଇସ୍କୁଲ ପଡିଆରେ ଜିଲ୍ଲା ସ୍ତରୀୟ ଭାରତ ସ୍କାଉଟ -ଗାଇଡ଼ ଶିବିର ର ଉଦଘାଟନୀ ଉତ୍ସବ ବୁଧବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକବର୍ଦ୍ଧନ ସିଂ ଦେଓ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଶିବିର କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।ରାଜ୍ୟ କମିଶନର କାଳି ପ୍ରସାଦ ମିଶ୍ର ଉତ୍ସବ ରେ ଅଧ୍ୟକ୍ଷତାକରି ଥିଲେ